Flag of Indiaसत्यमेव जयते
GOOD INDIA ODISHA

ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ କରିବାକୁ ନେଇ ନୂଆ ନିୟମ ଆଣିବାକୁ ଯାଉଛନ୍ତି ସରକାର, ଜାଣନ୍ତୁ ଏହା କ’ଣ

ନୂଆଦିଲ୍ଲୀ,୨୨।୧୦: ଡ୍ରାଇଭିଂ ଲାଇସେନ୍ସ ପାଇବା ପାଇଁ ଅନଲାଇନ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ଆହୁରି କଠିନ ହେବାକୁ ଯାଉଛି। ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ, ଅନଲାଇନ ‘ସୁରକ୍ଷିତ ଡ୍ରାଇଭିଂ’ ପାଠ୍ୟକ୍ରମ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ ଆବଶ୍ୟକ ସର୍ବନିମ୍ନ ସ୍କୋରକୁ ୬୦ ପ୍ରତିଶ

ଧରିତ୍ରୀ Thu, 22 Oct 2026 14:15
Read the original at ଧରିତ୍ରୀ ↗