Flag of Indiaसत्यमेव जयते
MILESTONE INDIA ODISHA

ଅପହୃତ ମାଛଧରା ଜାହାଜ ସହ ୨୦ ଇରାନୀୟ ନାବିକଙ୍କୁ ଉଦ୍ଧାର କଲା ଭାରତୀୟ ନୌସେନା

ନୂଆଦିଲ୍ଲୀ, ୪ା୧୧: ୪୮ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିବା ଏକ ଦ୍ରୁତ ଅପରେଶନରେ ଭାରତୀୟ ନୌସେନା ସୋମାଲିଆ ଉପକୂଳରୁ ୨୦ ଜଣ ଇରାନୀୟ କର୍ମଚାରୀଙ୍କ ସହ ଏକ ମାଛଧରା ଜାହାଜକୁ ଉଦ୍ଧାର କରିଛି, ଯାହାକୁ କିଛି ସପ୍ତାହ ପୂର୍ବେ ଜଳଦସ୍ୟୁମାନେ ଅପହରଣ କରିନେଇଥିଲେ। ଗତ ମାସ ଆରମ୍ଭରେ ‘ଆଜିନି’ ନାମକ

ଧରିତ୍ରୀ Wed, 04 Nov 2026 01:55
ଧରିତ୍ରୀ पर मूल खबर पढ़ें ↗