PROBLEM
INDIA
ODISHA
ବାୟୁ ପ୍ରଦୂଷଣ ପାଇଁ ଗାଡ଼ି ଧୂଆଁ ମୁଖ୍ୟ କାରଣ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ, ୭ା୧୧: ଦିଲ୍ଲୀ-ଏନ୍ସିଆର୍ରେ ବାୟୁ ପ୍ରଦୂଷଣ ସଙ୍କଟ ଉପରେ ଶୁକ୍ରବାର ସୁପ୍ରିମକୋର୍ଟ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ଗାଡ଼ିମୋଟରରୁ ନିର୍ଗତ ଧୂଆଁକୁ ସର୍ବୋଚ୍ଚ ଅଦାଲତ ବାୟୁ ଗୁଣବତ୍ତା ହ୍ରାସ ପାଇବାର ମୁଖ୍ୟ କାରଣ ଭାବେ ଅଭିହିତ କରିଛନ୍ତି। ଏଥିସହ ଅନେକ ନିୟାମକ ପଦକ୍ଷେପ ସତ
Read the original at ଧରିତ୍ରୀ ↗