Flag of Indiaसत्यमेव जयते
GOOD INDIA ODISHA

ମାଲିକଙ୍କ ବାଟ ଚାହିଁ ରହିଥିଲା କୁକୁର, ୧୮ ଦିନ ପରେ ଘଟିଲା…..

ବଡ଼ଗାଁ,୫।୧୧(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ଥାନା ଅନ୍ତର୍ଗତ ଟିକିଲିପଡା ଗାଁ ନିକଟରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ରାଜ୍ୟ ରାଜପଥ ପାର୍ଶ୍ବରେ ବନ୍ଦ ଥିବା ଏକ ଝାଟିମାଟି ଦୋକାନ ଘର ବାରଣ୍ଡାରେ ଜର୍ମାନ ସେଫଡ ପ୍ରଜାତିର ଏକ କୁକୁର ୧୮ ଦିନ ହେଲା ଭୋକ ଶୋଷରେ ପଡିରହି ମାଲ

ଧରିତ୍ରୀ Thu, 05 Nov 2026 13:44
Read the original at ଧରିତ୍ରୀ ↗