GOOD
INDIA
ODISHA
ବିରାଟ କୋହଲିଙ୍କ କାରଣରୁ କେନ ୱିଲିୟମସନ ଅବସର ନେଇଥିଲେ କି? ଏହି ଜଣାଶୁଣା ବ୍ୟାଟର କହିଲେ ଆଶ୍ଚର୍ଯ୍ୟଜନକ କଥା
ନୂଆଦିଲ୍ଲୀ,୧୦।୧୧: ନ୍ୟୁଜିଲାଣ୍ଡର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ କେନ ୱିଲିୟମ୍ସନ ଚଳିତ ଜୁନ ମାସରେ ଅନ୍ତର୍ଜାତୀୟ କ୍ରିକେଟ ଛାଡିବା ପାଇଁ ହଠାତ ନିଷ୍ପତ୍ତି ନେଇଥିଲେ, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ୱିଲିୟମ୍ସନ ଏବେ ପ୍ରକାଶ କରିଛନ୍ତି ଯେ ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲି
ଧରିତ୍ରୀ पर मूल खबर पढ़ें ↗