GOOD
INDIA
ODISHA
ଚିଲିଗୁଡାରେ ମା’ ସର୍ବମଙ୍ଗଳାଙ୍କ ମହାସମାରୋହରେ ଛତର ଯାତ୍ରା; ଶୁକ୍ଳ ଭୋଗରେ ପୂଜା ପାଇଲେ ଦେବୀ, ଭକ୍ତଙ୍କୁ ଦେଲେ ଦର୍ଶନ
କୋକସରା,୨୨।୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ସଦର ମହକୁମା ପଞ୍ଚାୟତର ଚିଲିଗୁଡାରେ ପୂଜିତ ପ୍ରାଚୀନ ‘ଅଭିଚାର ତନ୍ତ୍ର’ ଧାରାର ଅନ୍ୟତମ ସର୍ବମାନ୍ୟ ଦେବୀ ମା’ ସର୍ବମଙ୍ଗଳାଙ୍କ ବାର୍ଷିକ ଛତର ଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି। ଦେବୀ ଏଠାରେ ରକ୍ତ ଭୋଗ
Read the original at ଧରିତ୍ରୀ ↗