GOOD
INDIA
ODISHA
ପାକିସ୍ତାନ ପାଇଁ ଏକାସାଙ୍ଗେ ୪ ଖେଳାଳି କଲେ ଡେବ୍ୟୁ, ୨୦ ବର୍ଷୀୟ ବ୍ୟାଟରଙ୍କୁ ମିଳିଲା ଓପନିଂ ସୁଯୋଗ
ରାୱଲପିଣ୍ଡି,୯।୧୧: ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ୍ର ପ୍ରଥମ ମୁକାବିଲା ସୋମବାରଠାରୁ ରାୱଲପିଣ୍ଡି କ୍ରିକେଟ ଷ୍ଟାଡିୟମରେ ଆରମ୍ଭ ହୋଇଛି। ଏହି ମ୍ୟାଚ୍ରେ ଶ୍ରୀଲଙ୍କା ଅଧିନାୟକ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅନ୍ୟପକ୍ଷରେ
ଧରିତ୍ରୀ पर मूल खबर पढ़ें ↗