Flag of Indiaसत्यमेव जयते
GOOD INDIA ODISHA

ଏକମାତ୍ର ପୁଅକୁ ବଳି ଦେଇ ମୃତଦେହ ପାଖରେ ଶୋଇପଡ଼ିଲେ ବାପା: ପଛର କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଅହମ୍ମଦାବାଦ୍‌,୨।୧୧: ଗୁଜରାଟର ଅହମ୍ମଦାବାଦ ଜିଲାରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି ନିଜର ୧୦ ବର୍ଷୀୟ ପୁଅକୁ ଘରେ ଥିବା ଦେବୀଙ୍କ ବେଦୀ ସାମ୍ନାରେ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏପରିକି ହତ୍ୟା ପରେ ସେ ପୁଅର ମୃତଦେହ ପାଖରେ ଥିବା ଖଟରେ ଶୋଇପଡ଼ିଥିଲେ

ଧରିତ୍ରୀ Mon, 02 Nov 2026 11:21
ଧରିତ୍ରୀ पर मूल खबर पढ़ें ↗