Flag of Indiaसत्यमेव जयते
GOOD INDIA ODISHA

ବୈଭବ ସୂର୍ଯ୍ୟବଂଶୀଙ୍କ ଟ୍ୟାଲେଣ୍ଟକୁ କରାଯାଉଛି ବରବାଦ୍‌: ସାଂଘାତିକ ଅଭିଯୋଗ ଆଣିଲେ ପ୍ରସିଦ୍ଧ କ୍ରିକେଟର୍‌

ନୂଆଦିଲ୍ଲୀ,୨।୧୧:ଭାରତୀୟ କ୍ରିକେଟ ଦଳର ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ନ୍ୟୁଜିଲାଣ୍ଡ ବିପକ୍ଷ ଶେଷ ଟି-୨୦ ମ୍ୟାଚ୍‌ରେ ତାଙ୍କୁ ଖେଳିବାର ସୁଯୋଗ ନ ମିଳିବାକୁ ନେଇ ଭାରତର ପୂର୍ବତନ ଅଧିନାୟକ କ୍ରିଷ୍ଣମଚାରୀ ଶ୍ରୀକାନ୍ତ ଟିମ ମ୍ୟାନେଜମେଣ୍ଟକୁ କଡ଼ା ସମାଲ

ଧରିତ୍ରୀ Mon, 02 Nov 2026 10:36
Read the original at ଧରିତ୍ରୀ ↗