GOOD
INDIA
ODISHA
ଶନିଙ୍କ ସିଧା ଚଳନ: ୨୦୨୭ ପୂର୍ବରୁ ୩ ରାଶିଙ୍କ ଉପରେ ଧନବର୍ଷା, ଚାକିରିରେ ବଡ଼ ପଦୋନ୍ନତି!
ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଶନିଦେବ ଖୁବ୍ଶୀଘ୍ର ମୀନ ରାଶିରେ ମାର୍ଗୀ ହେବାକୁ ଯାଉଛନ୍ତି। ଜ୍ୟୋତିଷୀୟ ଗଣନା ଅନୁସାରେ, ୧୧ ଡିସେମ୍ବର ୨୦୨୬ରେ ଶନି ମୀନ ରାଶିରେ ସିଧା ଗତି କରିବେ। ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କ ଚଳନରେ ହେଉଥିବା ପରିବର୍ତ୍ତନକୁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଏ।
Read the original at ଧରିତ୍ରୀ ↗