Flag of Indiaसत्यमेव जयते
GOOD INDIA ODISHA

ମ୍ୟାଚ ମଝିରେ ଏମିତି ଚମତ୍କାର କାରନାମା କଲେ ରୋହିତ, ସମସ୍ତେ ଦେଖିକି ଆଶ୍ଚର୍ଯ୍ୟ, ସମାଲୋଚକଙ୍କୁ ଦେଲେ କଡ଼ା ଜବାବ!

ନୂଆଦିଲ୍ଲୀ, ୪।୧୧: ରୋହିତ ଶର୍ମା ଅକଲାଣ୍ଡର ଇଡେନ ପାର୍କରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ଚମତ୍କାର ଫିଲ୍ଡିଂ କରି ଡେରିଲ ମିଚେଲଙ୍କୁ ରନ ଆଉଟ କରିଛନ୍ତି। ରୋହିତଙ୍କ ଏହି ପ୍ରୟାସ ସେହି ସମାଲୋଚକମାନଙ୍କୁ ବଡ଼ ଜବାବ ଦେଇଛି, ଯେଉଁମାନେ ତାଙ୍କ ବୟସ କାରଣରୁ ଫିଟନେସ ଉପରେ ପ୍ରଶ୍ନ ଉଠାନ୍ତି

ଧରିତ୍ରୀ Wed, 04 Nov 2026 06:00
Read the original at ଧରିତ୍ରୀ ↗