GOOD
INDIA
ODISHA
ଜେଲ୍ରେ ଜୀବନ ହାରିଲେ କଏଦୀ
ରଗଡ଼ି,୬।୧୧: ଯାଜପୁର ଜିଲା ରଗଡ଼ି ଉପକାରାଗାରରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଉପକାରାଗାରରେ ଜଣେ ବିଚାରାଧୀନ କଏଦୀ ଜେଲ୍ ପରିସର ମେଡିକାଲ ଗ୍ରିଲ୍ରେ ପ୍ୟାଣ୍ଟରେ ଡୋର ବାନ୍ଧି ଜୀବନ ହାରିଛନ୍ତି। କଏଦୀ ଜଣକ ଏକ ପୋକ୍ସୋ ମାମଲାରେ ବିଚାରଧୀନ କଏଦୀ ଭାବେ ଜେଲ୍ରେ ଥିଲେ।
Read the original at ଧରିତ୍ରୀ ↗