GOOD
INDIA
ODISHA
୩ଟି ଦାମୀ କାର୍ରୁ ୬୭ କେଜିରୁ ଊର୍ଦ୍ଧ୍ୱ ଗଞ୍ଜେଇ ଜବତ, ୬ ଗିରଫ
ଖୋର୍ଦ୍ଧା, ୪।୧୧ (ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ସଦର ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ଗଞ୍ଜେଇ ଚାଲାଣ ବିରୋଧରେ ଚଢ଼ାଉ କରି ପୋଲିସ ୩ଟି ଦାମୀ କାର୍ରୁ ୬୭ କେଜିରୁ ଊର୍ଦ୍ଧ୍ୱ ଗଞ୍ଜେଇ ଜବତ କରିବା ସହ ୬ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ୫ ଜଣ ବାଲେଶ୍ୱର ଓ ଜଣେ ଭଦ
Read the original at ଧରିତ୍ରୀ ↗