Flag of Indiaसत्यमेव जयते
GOOD INDIA ODISHA

ଆଇନଜୀବୀ ବାଳକୃଷ୍ଣଙ୍କ ପରଲୋକ: ଝୁରୁଛି ଗାଁ ମାଟି

ଭଞ୍ଜନଗର, ୭।୧୧ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ କଇଣ୍ଡି ଗ୍ରାମର ଯୁବ ଆଇନଜୀବୀ ତଥା ସରକାରୀ ଓକିଲ ବାଳକୃଷ୍ଣ ପୋଲାଇ (୫୦)ଙ୍କ ଶନିବାର ପରଲୋକ ଘଟିଛି। ସେ ବ୍ରହ୍ମପୁର ଓକିଲ ସଂଘର ସଦସ୍ୟ ଥିବା ସହ ଏଜିପି (ସହକାରୀ ସରକାରୀ ଓକିଲ) ଭାବେ କାର୍ଯ୍ୟରତ ଥିଲେ। ତାଙ୍କ

ଧରିତ୍ରୀ Sat, 07 Nov 2026 10:49
Read the original at ଧରିତ୍ରୀ ↗