Flag of Indiaसत्यमेव जयते
CRISIS INDIA ODISHA

ବାଲିଅନ୍ତାରେ ପୁଣି ଯୁବକଙ୍କୁ ପିଟି ପିଟି ହତ୍ୟା, ଥାନା ଘେରିଲେ ଗ୍ରାମବାସୀ

ଭୁବନେଶ୍ୱର,୨୨।୧୦: ରାଜଧାନୀ ଉପକଣ୍ଠ ବାଲିଅନ୍ତାରେ ପୁଣି ଏକ ବର୍ବରତା ସାମ୍ନାକୁ ଆସିଛି। ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ବାଲିଅନ୍ତା ଥାନା ଅଧୀନ ପାଟଣା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସମ୍ପୃକ୍ତ ଯୁବକଙ୍କ

ଧରିତ୍ରୀ Thu, 22 Oct 2026 17:54 DEVELOPING
ଧରିତ୍ରୀ पर मूल खबर पढ़ें ↗