Flag of Indiaसत्यमेव जयते
MILESTONE INDIA ODISHA

ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି: ଜାପାନକୁ ହରାଇ ଭାରତ ଚାମ୍ପିୟନ

ମୋହାଲି,୫।୧୧: ଏସିଆନ ଚାମ୍ପିିୟନ୍ସ ଟ୍ରଫି ହକି ପ୍ରତିଯୋଗିତାରେ ଗୁରୁବାର ଅନୁଷ୍ଠିତ ସଂଘର୍ଷପୂର୍ଣ୍ଣ ଫାଇନାଲରେ ଭାରତ ୪-୧ ଗୋଲରେ ଜାପାନକୁ ହରାଇ ଚାମ୍ପିୟନ ହୋଇଛି। ଭାରତ ରେକର୍ଡ ଷଷ୍ଠ ଥର ପାଇଁ ଟାଇଟଲ ହାସଲ କରିଛି। ଏହି ମ୍ୟାଚ୍‌ ଜରିଆରେ ହାର୍ଦ୍ଦିକ ସିଂ ଅନ୍ତର୍ଜାତୀୟ ହକିରେ ୨୦୦ ମ୍ୟ

ଧରିତ୍ରୀ Thu, 05 Nov 2026 18:07
ଧରିତ୍ରୀ पर मूल खबर पढ़ें ↗