Flag of Indiaसत्यमेव जयते
CRISIS INDIA ODISHA

3 children drown in pond: ପୋଖରୀରେ ବୁଡ଼ି ୩ ଶିଶୁ ମୃତ

ପୋଖରୀରେ ବୁଡ଼ି ୩ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। କଟକ ଜିଲ୍ଲା ଭଦରେଶ୍ୱର ଥାନା ଗୋପାଳପୁରରେ ଘଟିଛି ଏହି ଘଟଣା। ମୃତକଙ୍କ ମଧ୍ୟରୁ ଦୁଇ ଜଣ ହେଉଛନ୍ତି ଭାଇ। ମୃତକମାନେ ହେଉଛନ୍ତି, ସଲମାନ ଖାନ, ଜିସାନ ଖାନ ଓ ଅରହମ ଖାନ। ସଲମାନ ଓ ଜିସାନ ଦୁଇ ଭାଇ। ସଲମାନ ଏଲ୍‌କେଜିରେ ଓ ଜିସାନ ୟୁକେଜିରେ ପଢୁ

Odisha Reporter Sun, 01 Nov 2026 10:23
Odisha Reporter पर मूल खबर पढ़ें ↗