Flag of Indiaसत्यमेव जयते
GOOD INDIA ODISHA

ରାତିରେ ନିଦ…..ନିଜ ସ୍ୱାସ୍ଥ୍ୟକୁ ନେଇ ବଡ଼ କଥା କହିଲେ ଅମିତାଭ ବଚ୍ଚନ, ଚାରିଆଡେ ଚର୍ଚ୍ଚା!

ମୁମ୍ବାଇ,୩।୧୧: ବଲିଉଡ୍‌ର ମେଗାଷ୍ଟାର ଅମିତାଭ ବଚ୍ଚନଙ୍କର ଲକ୍ଷ ଲକ୍ଷ ପ୍ରଶଂସକ ରହିଛନ୍ତି । ନିଜ ଅଭିନୟ ଜରିଆରେ ଦର୍ଶକଙ୍କ ହୃଦୟ ଜିଣିଥିବା ବିଗ୍‌ ବି ସୋସିଆଲ ମିଡିଆରେ ମଧ୍ୟ ଫ୍ୟାନ୍‌ଙ୍କ ସହ ଯୋଡ଼ି ହୋଇ ରହିଥାନ୍ତି । ବିଶେଷକରି ନିଜ ବ୍ଲଗ୍‌ ଜରିଆରେ ସେ ଜୀବନର ଅନେକ ଅନୁଭୂତି ଓ ଦୈନନ୍

ଧରିତ୍ରୀ Tue, 03 Nov 2026 10:44
Read the original at ଧରିତ୍ରୀ ↗