Flag of Indiaसत्यमेव जयते
GOOD INDIA ODISHA

୧୪ ଦିନର କସରତ ପରେ ସଫଳତା: କଣ୍ଟାବାଞ୍ଜିରୁ ହିଂସ୍ର ଭାଲୁକୁ କାବୁ କଲା ବନ ବିଭାଗ

ବଲାଙ୍ଗୀର,୩।୧୧(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ସହରରେ ଗତ ଦୁଇ ସପ୍ତାହ ହେଲା ଆତଙ୍କ ଖେଳାଇଥିବା ଏକ ହିଂସ୍ର ଭାଲୁକୁ ଶେଷରେ ବନ ବିଭାଗ କାବୁ କରିବାରେ ସଫଳ ହୋଇଛି। ଏହି ଭାଲୁ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ସହରବାସୀ ଅତ୍ୟନ୍ତ ଭୟଭୀତ ଅବସ୍ଥାରେ ଥିଲେ।

ଧରିତ୍ରୀ Tue, 03 Nov 2026 16:09
Read the original at ଧରିତ୍ରୀ ↗