Flag of Indiaसत्यमेव जयते
GOOD INDIA ODISHA

ବନ୍ୟା ବିପନ୍ନଙ୍କ ନିକଟରେ ପହଞ୍ଚିଲେ ମହିଳା ଆଇଆଇସି, ଘରଘର ବୁଲି…

ଗଞ୍ଜାମ,୬ା୧୧(ବିଦ୍ୟାଧର ସାହୁ): ଦୁଃଖ ଆଣି ଦେଇଛି ବାତ୍ୟା ଅର୍ଣ୍ଣବ। ବାତ୍ୟା ଓ ବନ୍ୟାରେ କାହାର ଘର ଭାସିଯାଇଛି ତ କାହାର ଚାଳ ଛପର ଆଜବେଷ୍ଟସ୍‌ ଉଡ଼ିଯାଇଛି। ଅଧିକାଂଶ ଲୋକଙ୍କ ଘରେ ବନ୍ୟାପାଣି ପଶି ଆସବାବପତ୍ର ନଷ୍ଟ ହେବା ସହ ପିଲାଙ୍କ ବହି ଖାତା ଓଦା ହୋଇଯାଇଛି। ବର୍ତ୍ତମାନ ବାତ୍ୟାବନ୍ୟ

ଧରିତ୍ରୀ Fri, 06 Nov 2026 05:37
Read the original at ଧରିତ୍ରୀ ↗