Flag of Indiaसत्यमेव जयते
GOOD INDIA ODISHA

କ୍ୟାରିୟର ସହିତ ପରିବେଶ ପ୍ରତି ଧ୍ୟାନ ଦେବା ଜରୁରୀ

ପୂର୍ବରୁ ଗଛ ପରିମାଣ ଅଧିକ ଥିଲା। ଲୋକମାନେ ପ୍ରକୃତିକୁ ନେଇ ମଧ୍ୟ ସଚେତନ ଥିଲେ। ବର୍ତ୍ତମାନ ଭଳି କଳକାରଖାନା ନ ଥିଲା କି ଗାଡି ମୋଟର ଚାଲୁ ନ ଥିଲା। ବର୍ତ୍ତମାନ ଇଣ୍ଡଷ୍ଟ୍ରି ସେକ୍ଟର ହୋଇଗଲାଣି। ତେବେ ପରିବେଶକୁ ନେଇ କେବଳ ଫଟୋ ଓ ରିଲ୍ସ କରାଯାଉଛି, କିନ୍ତୁ ସେତିକି ପରିମାଣରେ କାମ ହେଉନା

ଧରିତ୍ରୀ Wed, 04 Nov 2026 02:19
Read the original at ଧରିତ୍ରୀ ↗