Flag of Indiaसत्यमेव जयते
GOOD INDIA ODISHA

ବିସିସିଆଇର ସିଡ୍ୟୁଲକୁ ନେଇ ଏ କ’ଣ କହିଦେଲେ ଶୁଭମନ ଗିଲ, ଦିନିକିଆ ସିରିଜ ପୂର୍ବରୁ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୩।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଆରମ୍ଭ ହେବାକୁ ଯାଉଛି। ଏହାର ପ୍ରଥମ ମ୍ୟାଚ ନଭେମ୍ବର ୪ ତାରିଖରେ ଖେଳାଯିବ। ସିରିଜ ଆରମ୍ଭ ହେବାର ଦିନକ ପୂର୍ବରୁ ଭାରତୀୟ ଦଳର ଅଧିନାୟକ ଶୁଭମନ ଗିଲ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ଲାଗୁଛି, ବିସିସ

ଧରିତ୍ରୀ Tue, 03 Nov 2026 08:05
Read the original at ଧରିତ୍ରୀ ↗