GOOD
INDIA
ODISHA
ନଦୀରେ ଭାସୁଥିଲା ଅଖା, ଭିତରୁ ଯାହା ମିଳିଲା…
କାଲିମେଳା, ୨୪।୧୦ (ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ଥାନା ଅଧୀନ ଏମଭି-୬୪/୧୦ ଗ୍ରାମ ନିକଟସ୍ଥ ପଟେରୁ ନଦୀରୁ ଏକ ଗଳିତ ମୃତଦେହ ଶନିବାର ମିଳିଛି। ମୃତଦେହଟି ଏକ ଅଖା ଓ ପ୍ଲାଷ୍ଟିକ ବସ୍ତା ମଧ୍ୟରେ ବନ୍ଧା ହୋଇ ନଦୀ ପାଣିରେ ଭାସୁଥିଲା। ତେବେ ମୃତଦେହଟି ପୁରୁଷଙ୍କର ନା ମହିଳା
Read the original at ଧରିତ୍ରୀ ↗