GOOD
INDIA
ODISHA
ସକାଳୁ ସକାଳୁ ହୃଦୟବିଦାରକ ଘଟଣା: ୩ ମହଲା କୋଠାରେ ଲାଗିଲା ନିଆଁ, ଚାଲିଗଲା ଶିଶୁପୁତ୍ରର ଜୀବନ
କଟକ,୯ା୧୧: କଟକ ଦରଘାବଜାର ଥାନା ଅନ୍ତର୍ଗତ ହାତୀପୋଖରୀ ଅଞ୍ଚଳରେ ସୋମବାର ସକାଳୁ ଏକ ହୃଦୟବିଦାରକ ତଥା ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏକ ତିନି ମହଲା ଆବାସିକ କୋଠାରେ ହଠାତ୍ ଭୟଙ୍କର ଅଗ୍ନିକାଣ୍ଡ ଘଟି ଜଣେ ୬ ବର୍ଷର ଶିଶୁପୁତ୍ରର ଜୀବନ ଯାଇଥିବାବେଳେ ଜଣେ ବୃଦ୍ଧ ଗୁରୁତର ହୋଇଛନ୍ତି। ପ୍ର
ଧରିତ୍ରୀ पर मूल खबर पढ़ें ↗