Flag of Indiaसत्यमेव जयते
GOOD INDIA ODISHA

ଗୌତମ ଗମ୍ଭୀରଙ୍କ ସମର୍ଥନରେ ବାହାରିଲେ ସୁନୀଲ ଗାଭାସ୍କର

ନୂଆଦିଲ୍ଲୀ,୮।୧୧: ବରିଷ୍ଠ କ୍ରିକେଟର ସୁନୀଲ ଗାଭାସ୍କର ଟିମ ଇଣ୍ଡିଆର ମୁଖ୍ୟ କୋଚ ଗୌତମ ଗମ୍ଭୀରଙ୍କ ସମର୍ଥନରେ ଆସିଛନ୍ତି। ୱେଲିଂଟନରେ ୧୩୫ ରନର ଲକ୍ଷ୍ୟକୁ ପିଛା କରିବା ସମୟରେ, ଦଳ ପରିଚାଳନା କର୍ତ୍ତୃପକ୍ଷ ଅକ୍ଷର ପଟେଲଙ୍କୁ ପଞ୍ଚମ ସ୍ଥାନରେ ବ୍ୟାଟିଂ କରିବାକୁ ପଠାଇଥିଲେ ଏବଂ କେ.ଏଲ. ରାହ

ଧରିତ୍ରୀ Sun, 08 Nov 2026 05:34
Read the original at ଧରିତ୍ରୀ ↗