Flag of Indiaसत्यमेव जयते
GOOD INDIA ODISHA

ଅଭିଷେକ ଶର୍ମାଙ୍କ ସ୍ପେଶାଲ ଡ୍ୟାନ୍ସ, ହୃଦୟ ଜିତିଲା ଏମ.ଏସ. ଧୋନିଙ୍କ ଉତ୍ସବ ପାଳନ ଶୈଳୀ, ଦେଖନ୍ତୁ କ୍ରିକେଟରଙ୍କ ସ୍ପେଶାଲ ଦୀପାବଳି

ନୂଆଦିଲ୍ଲୀ,୯।୧୧: ସମ୍ପୂର୍ଣ୍ଣ ଦେଶ ବର୍ତ୍ତମାନ ଦୀପାବଳିର ଆଲୋକରେ ଝଲସି ଉଠୁଛି। ସମସ୍ତେ ଏହି ପର୍ବକୁ ବେଶ ଉତ୍ସାହର ସହ ପାଳନ କରିଛନ୍ତି ଏବଂ ଭାରତୀୟ କ୍ରିକେଟରମାନେ ମଧ୍ୟ ଏଥିରୁ ବାଦ ପଡ଼ିନାହାନ୍ତି। ପ୍ରତ୍ୟେକ ବ୍ୟକ୍ତି ନିଜ ନିଜ ଅନ୍ଦାଜରେ ଆଲୋକର ଏହି ପର୍ବକୁ ସ୍ବାଗତ କରିଛନ୍ତି। କେହ

ଧରିତ୍ରୀ Mon, 09 Nov 2026 07:23
ଧରିତ୍ରୀ पर मूल खबर पढ़ें ↗