Flag of Indiaसत्यमेव जयते
PROBLEM INDIA ODISHA

ପୁଅକୁ ଡାକ୍ତର କରିବାକୁ ଭତ୍ତା କାର୍ଡ ବନ୍ଧା ରଖିଲେ ଦିବ୍ୟାଙ୍ଗ ଦମ୍ପତି: ସମ୍ପୂର୍ଣ୍ଣ ଘଟଣା ଜାଣିଲେ…

ଫୁଲବାଣୀ, ୨୪ା୧୦(ରାକେଶ କୁମାର ରାଉତ):ଘରର ସମସ୍ତଙ୍କଠାରୁ ସାନ ପୁଅ ଚଳିତ ବର୍ଷ ଏନ୍‌ଇଇଟି ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ମାତ୍ର ନାମ ଲେଖାଇବା ପାଇଁ ମା’ ବାପାଙ୍କ ପାଖରେ ଅର୍ଥ ନାହିଁ। ଉଭୟେ ପୁଣି ଦିବ୍ୟାଙ୍ଗ। ଏଭଳି ସ୍ଥଳେ ନିଜ ଭଉଣୀ ଭାଇ ମଧ୍ୟ ସହାୟତା କରିବାକୁ ପଛଘୁଞ୍ଚା ଦେଲେ।

ଧରିତ୍ରୀ Sat, 24 Oct 2026 02:40 DEVELOPING
ଧରିତ୍ରୀ पर मूल खबर पढ़ें ↗